ଖଡ଼ିକାମୁଠା
ଦେଖଣା
ଖଡ଼ିକାମୁଠା —
ଉଚ୍ଚାରଣ: Khaṟḍ̠ikāmuṭhā
ଦେ. ବି. —
୧: ଏକତ୍ର ସଂଗୃହୀତ ହୋଇ ବନ୍ଧା ହୋଇ— ଥିବା ହାତର ମୁଠାରେ ଧରା ଯାଇ ପାରିବା ଭଳି ଡ଼ିକାର ବିଡ଼ା; ନଡ଼ିଆଖଡ଼ିକାରେ ତିଆରି ଝାଡ଼ୁ ବା ପହଁରାମୁଠା; ବଢ଼ିଣା — ୧. A handful of tough twigs tied together for being used a broom; broom-stick.
୨: ଧାନ, ଚାଉଳ, ମୁଗ ଆଦି ବାଲିରେ ଭାଜିବା ସମୟରେ ତାକୁ ଲେଉଟପାଉଟ କରିବା ନିମନ୍ତେ ବ୍ୟବହୃତ ନଡ଼ିଆ ଖଡ଼ିକାରେ ବନ୍ଧା ହୋଇଥିବା ବିଡ଼ା; ଭଜାଭଜି— ଖଡ଼ିକାମୁଠା — ୨. A small handful of tough twigs tied together to agitate paddy etc in the frying pan.