Jump to content

ଖଡ଼ିକୁଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ିକୁଦା
ଉଚ୍ଚାରଣ: Khaṟḍ̠ikudā

ଦେ. ବି —

ନଦୀର ବାଲି ମଧ୍ୟରେ ଯେଉଁ ଉଚ୍ଚ ସ୍ଥାନରେ ମନକୁ ଖଡ଼ି ଗଛ ଉଠେ — Sandy dunes in the bed of rivers on which Khaṟḍ̠i reed thrives.