ଖଡ଼ିଘୋରିବା
ଦେଖଣା
ଖଡ଼ିଘୋରିବା —
ଉଚ୍ଚାରଣ: Khaṟḍ̠i ghoribā
ଦେ. କ୍ରି —
ବହୁ ଲିଖନ ସାପେକ୍ଷ କୌଣସି ଗାଣିତିକ ସମସ୍ୟା ବା ହିସାବ ସମାଧାନ କରିବା ନିମନ୍ତେ ଭୂମିରେ ବହୁତ ଲେଖି ଲେଖି ଖଡ଼ିମୁଣ୍ଡ଼ାର ଆକାରକୁ କ୍ରମଶଃ ଛୋଟ କରିଦେବା —To wear our a piece chalk by extonsive writing on the ground for solving an arithmetical problem or account.