ଖଡ଼ିପଥର
ଦେଖଣା
ଖଡ଼ିପଥର —
ଉଚ୍ଚାରଣ: Khaṟḍ̠ipathara
খড়িপাথর
ଦେ. ବି. —
୧: ଧଳା ରଙ୍ଗର ନରମା ପଥରବିଶେଷ; ଧଳା କନ୍ଦା ପଥର — ୧. Limestone.
୨: ଚକ୍ ଖଡ଼ି —୨. Chalk stone.
[ଦ୍ର—ଏ ପଥର କନ୍ଦାପଥର ଠାରୁ ନରମା ଓ ଏଥିଦ୍ବାରା ଭୂମିରେ ଓ କଳାପଟାରେ ଲେଖିଲେ ଲେଖିହୁଏ ବିଲାତର ଓ ଫ୍ରାନ୍ସର ଉପକୂଳରେ ଏ ଖଡ଼ିପଥରର ପାହାଡ଼ମାନ ଅଛି]
୩: ଖଡ଼ି ୧: (ଦେଖ) ୩. Khaṟḍ̠i ୧ (See)