ଖଡ଼ିଲାଗି
ଦେଖଣା
ଖଡ଼ିଲାଗି —
ଉଚ୍ଚାରଣ: Kaṟḍ̠ilāgi
ଦେ. ବି. —
ସ୍ନାନପୂର୍ଣ୍ଣିମା ପରେ ରଥୟାତ୍ରା ପୂର୍ବରୁ ଜଗନ୍ନାଥଙ୍କ ବିଗ୍ରହରେ ଖଡ଼ିଆଦି ଲଗାଇ ଚିତ୍ର କରିବାର ଅନୁଷ୍ଠାନ ବା ଉତ୍ସବ —The ceremony of smearing chalk on the image of the Deity Jagannātha after the Bath ceremony.
[ଦ୍ର—କେବଳ 'ମୃଦିରଥ' ବଂଶୀୟ ସେବକ ଏହି ଖଡ଼ିର ପ୍ରଲେପ ତିଆରି କରନ୍ତି; ଅନ୍ୟ କେହି କରନ୍ତି ନାହିଁ]