Jump to content

ଖଡ଼ି ଗଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ି ଗଡ଼ିବା
ଉଚ୍ଚାରଣ: Khaṟḍ̠i gaṟḍ̠ibā

ଦେ. ବି. —

ପାଠାର୍ଥୀ ଶିଶୁ ଖଡ଼ି ଧରି ପଢ଼ିବା ସମୟରେ ତା ହାତରୁ ଖଡ଼ି—ଗୋଟାଳି ଚାଟଶାଳୀର ପିଣ୍ଡ଼ା ଉପରୁ ତଳକୁ ଗଡ଼ି ପଡ଼ିବା — The sliding away of a piece of writing chalk from the hand of a boy while engaged in writing with it on the floor or varanda of the school room.

[ଦ୍ର—ଜଣେ ପିଲା ଲେଖୁ ଲେଖୁ ତା ହାତରୁ ଖଡ଼ି ଗଡ଼ି ଗଲେ ଆଉ ଜଣେ ସାଙ୍ଗ ପିଲା ତାହା ଗୋଟାଇ ଆଣି ଦିଏ, କୁନ୍ତୁ ଓଡ଼ିଶାର କାହାଣୀମାନଙ୍କରେ ଦେଖାଯାଏ ଯେ ଅଜ୍ଞାତପିତୃଳ (ଅଣବାବୁଆ) ଛାତ୍ରର ଖଡ଼ି ଗଡ଼ି ଗଲେ ତାହାର ଖଡ଼ିକୁ ସାଙ୍ଗ ପଢୁଆମାନେ ଗୋଟାଇ ଆଣି ଦେବାକୁ ରାଜି ହୁଅନ୍ତି ନାହିଁ]