Jump to content

ଖଡ଼ି ଗୋଟାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ି ଗୋଟାଳି
ଉଚ୍ଚାରଣ: Khaṟḍ̠i goṭāḻi

ଦେ. ବି —

ଖଡ଼ିର ଗୋଲାକାର ଖଣ୍ଡ — A small ball of chalk.

[ଦ୍ର—ଆଗେ ଲୋକେ ସବୁବେଳେ ଅଣ୍ଟାରେ ଗୋଟିଏ ଲେଖାଁଏ ଛୋଟ ଖଡ଼ିର ଗୋଲକ ଖୋସଣିରେ ଖୋସି ରଖୁଥିଲେ ଏହା କରିବା ଯୋଗୁଁ ଖୋସଣି ଖସି ୟାଉ ନ ଥିଲା ଏବଂ କିଛି କଥା ଲେଖିବାର ଆବଶ୍ୟକ ପଡ଼ିଲେ ଅଣ୍ଟାରେ ଥିବା ଖଡ଼ି ଗୋଟାଲି ଦ୍ବାରା ଲେଖାଲେଖି ବା ହିସାବ ଭୂମିରେ ବା କାନ୍ଥରେ ହେଉଥିଲା]