Jump to content

ଖଡ଼ି ଛୁଆଁଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ି ଛୁଆଁଇବା
ଉଚ୍ଚାରଣ: Khaṟḍ̠i chhuāñibā
হাতেখাড়িদেওয়া

ଦେ. କ୍ରି. —

(ଗୁରୁ ବା ପିତା) ଶିଶୁର ବିଦ୍ୟାରମ୍ଭବେଳେ ତାହାର ହାତରେ ପ୍ରଥମେ ଖଣ୍ଡ଼ିଏ ଖଡ଼ି ଦେବା —To initiate a boy into the act of writing by putting a piece of chalk to his hand.