ଖଡ଼ି ପଡ଼ିବା
ଦେଖଣା
ଖଡ଼ି ପଡ଼ିବା —
ଉଚ୍ଚାରଣ: Khaṟḍ̠ paṟḍ̠ibā
খড়িপড়া
ଦେ. ବି —
୧: କୌଣସି ବିଷୟର ଉଲ୍ଲେଖ କରାଯିବା — ୧. Mention of anything.
୨: କୌଣସି କାର୍ୟ୍ୟର ପ୍ରଥମ ଆରମ୍ଭ କରାଯିବା — ୨. Beginning of some work.
୩: ଭବିଷ୍ୟତ ଗଣନା ସମ୍ବନ୍ଧେ ଭୂମିରେ ଗାର କଟାଯିବା — ୩. Drawing of figures on the ground for calculating the future.
୪: (ଅମୁକଙ୍କ ନାମରେ) ଖଡ଼ି ପଡ଼ିବା; (ଅମୁକ) ଜଣେ ବିଶିଷ୍ଟ ବ୍ୟକ୍ତି ବୋଲି ପରିଗଣିତ ହେବା — ୪. To be included in the list of notables.
୫: (କୌଣସି ବ୍ୟକ୍ତିଙ୍କ ନାମ) ଉଲ୍ଲେଖ ହେବା — ୩. (the name of a person) Being mentioned.