Jump to content

ଖଡ଼ୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୀ
ଉଚ୍ଚାରଣ: Khaṟḍ̠ī

ସଂ. ବି. (ଖଡ଼ ଧାତୁ=ଭେଦ କରିବା+ଭାବ. ଅ+ସ୍ତ୍ରୀ. ଈ) —

୧: ସ୍ବନାମପ୍ରସିଦ୍ଧ ଶୁକ୍ଳବର୍ଣ୍ଣ କୋମଳ ଖନିଜ ବସ୍ତୁ— ବିଶେଷ (ପ୍ରକୃତିବାଦ) — ୧. Grey chalk; a kind of steatite.

୨: ଖଡ଼ିଆ ମାଟି —୨. Chalky soil.

୩: ଏକଜାତୀୟ ଡ଼େଙ୍ଗା କୁଶ; ଖରି — ୩. Seccharum Fuscum; a kind of reed or grass.

[ଦ୍ର—ଏ ଗଛ ଆଖୁ ଗଛ ପରି; ଏହାର ନାଡ଼ ପମ୍ପା; ଉଚ୍ଚତା ୪୫: ହାତ]

ଦେ. ବି. —

ବାଉଁଶରୁ ନିର୍ମିତ ଖଡ଼ିକା — Slender twigs made from split bamboo.