ଖଡ଼ୁ
ଦେଖଣା
ଖଡ଼ୁ —
ଉଚ୍ଚାରଣ: Khaṟḍ̠u
খাড়ু
खडुत्र्प्र, कड़ा
ଦେ. ବି. (ସଂ. ଖଡ଼ୁବା) —
ହାତଗଣ୍ଠି ବା ଗୋଡ଼ଗଣ୍ଠି ଉପରେ ପିନ୍ଧା ଯିବା ବଳୟାକାର କଙ୍କଣବିଶେଷ; ହାତଖଡ଼ୁ; ଗୋଡ଼ଖଡ଼ୁ —Bracelet for the wrist or ankle.
[ଦ୍ର—ପୂର୍ବେ ବଙ୍ଗ ଦେଶରେ ସ୍ତ୍ରୀମାନେ ହାତରେ ବଡ଼ ଫମ୍ପା ଖଡ଼ୁ ପିନ୍ଧୁ ଥିଲେ ଏବେ ବଙ୍ଗଦେଶର ସ୍ତ୍ରୀମାନେ ତାହା ପରିବର୍ତ୍ତେ ସରୁଆ ବାଲା ପିନ୍ଧୁଛନ୍ତି କିନ୍ତୁ ଓଡ଼ିଶା ଓ ଆସାମର ସ୍ତ୍ରୀଲୋକ— ମାନେ ଅବଧି ଖଡ଼ୁ ପିନ୍ଧୁ ଅଛନ୍ତି; ତୁଳ. ଆସାମୀ ଖାରୁ]