Jump to content

ଖଡ଼ୁକଣ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁକଣ୍ଠି
ଉଚ୍ଚାରଣ: Khaṟḍ̠ukaṇṭhi

ଦେ. ବି. (ସହଚର) —

ଖଡ଼ୁ ଏବଂ କଣ୍ଠି — Bracelet and necklace.

[ଦ୍ର—ଓଡ଼ିଶାରେ ନବଜାତ ଶିଶୁମାନଙ୍କୁ ବନ୍ଧୁମାନେ ଓ ଅନୁ— ଗୃହୀତ ବ୍ୟକ୍ତିଙ୍କୁ ରାଜାମାନେ ଖଡ଼ୁକଣ୍ଠି ଉପହାର ଦିଅନ୍ତି]