Jump to content

ଖଡ଼ୁକାଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁକାଚ
ଉଚ୍ଚାରଣ: Khaṟḍ̠ukācha

ଦେ. ବି. (ସହଚର) —

ସଧବା ସ୍ତ୍ରୀଲୋକଙ୍କର ପ୍ରଧାନ ଅଳଙ୍କାର ଦ୍ବୟ, ଧାତୁନିର୍ମିତ ଖଡ଼ୁ ଓ କାଚ — Metal bracelet and glass-bangles worn by females who have their husbands living.