ଖଡ଼ୁତାଝିଅ ଭଉଣୀ
ଦେଖଣା
ଖଡ଼ୁତାଝିଅ ଭଉଣୀ —
ଉଚ୍ଚାରଣ: Khuṟḍ̠utā jhia bhauṇī
খড়ুতুতো বোন্
चचेरा बहिन
(ଖୁଡ଼ୁତାପୁଅ ଭାଇ—ବିପରୀତ ଲିଙ୍ଗ)
ଦେ. ବି. ସ୍ତ୍ରୀ (ସଂ. ଖୁଲ୍ଲତାତ+ଦୁହିତା+ ଭଗିନୀ) —
କନିଷ୍ଟ ପିତୃବ୍ୟଙ୍କ ଝିଅ; କକା ଝିଅ — One's first causin-sister.