Jump to content

ଖଡ଼ୁନୋଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁନୋଳି
ଉଚ୍ଚାରଣ: Khaṟḍ̠unoḻi

ଦେ. ବି. (ସହଚର) —

ଖଡ଼ୁ ଏବଂ ନୋଳି — Bracelet and ear-ring.

[ଦ୍ର—ଓଡ଼ିଶାର ରାଜାମାନେ ଅନୁଗୃହୀତ ବ୍ୟକ୍ତିଙ୍କୁ ଓ ପଣ୍ଡ଼ିତ— ମାନଙ୍କୁ ରାଜକୀୟ ଅନୁଗ୍ରହର ଚିହ୍ନ ସ୍ବରୂପ ଖଡ଼ୁ ନୋଳି ଉପହାର ଦେବାର ରୀତି ପୂର୍ବେ ଅନେକ ରାଜସଭାରେ ଚଳୁଥିଲା]