Jump to content

ଖଡ଼ୁବାହି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁବାହି
ଉଚ୍ଚାରଣ: Khaṟḍ̠ubāhi

ଦେ. ବି —

୧: ହାତର କଚଟିଠାରୁ ବାହା ପର୍ଯ୍ୟନ୍ତ ପିନ୍ଧାଯିବା ପିତ୍ତଳ ବା କଂସାର ଏକାଧିକ ପଟ ଖଡ଼ୁ — ୧. Ornament of brass or bellmetal (consisting of several bits) worn on the hands of females from the wrist to the elbow.

କମ ଆଦି ଖଡ଼ୁବାହି ହସ୍ତରେ ଗୋହିଏ ଭଞ୍ଜ, ଲାବଣ୍ୟବତୀ

୨: ଓଡ଼ିଶାର ଗଉଡ଼ୁଣୀ, କେଉଟୁଣୀ, ଧୋବଣୀ, ବାଉରାଣୀ, କଣ୍ଡ଼ୁରୁଣୀ ଆଦି ହାତରେ ପିନ୍ଧିବା ପିତ୍ତଳର ଏକାଧିକ ଖଡ଼ୁ (ଏହା ହାତଗଣ୍ଠିଠାରୁ ବାହାପର୍ଯ୍ୟନ୍ତ ପିନ୍ଧା ଯାଇ— ଥାଏ) —୨. Heavy and clumsy brass bracelets and bangles worn by some Ṡūdra and low caste women in Orissa.

[ଦ୍ର—ଗଉଡ଼ୁଣୀ, କେଉଟୁଣୀ ପ୍ରଭୃତିଙ୍କର ଦୁଇ ହାତର ଖଡ଼ୁ ଓଜନରେ ପ୍ରାୟ ୫୬: ସେର ହେବାର ଦେଖାଯାଏ]