Jump to content

ଖଡ଼ୁମୁଷା ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁମୁଷା ମାରିବା
ଉଚ୍ଚାରଣ: Khaṟḍ̠umushā māribā

ଦେ. କ୍ରି —

(ସ୍ତ୍ରୀ ବା ବାଳକ) ପିନ୍ଧିଥିବା ଖଡ଼ୁଦ୍ବାରା ଅନ୍ୟକୁ ଆଘାତ କରିବା — To strike a blow with the bracelet.