Jump to content

ଖଡ଼ୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁରା
ଉଚ୍ଚାରଣ: Khaṟḍ̠urā
(ଖଡ଼ୁରୀ—ସ୍ତ୍ରୀ)

ଦେ. ବି —

୧: ଖରୁଡ଼ା; କଂସା ଓ ପିତ୍ତଳର ଖଡ଼ୁ ତିଆରି କରିବା ଜାତିବିଶେଷ — ୧. A caste of artisans who manufacture brass or bell-metal bracelets.

୨: ଖରଡ଼ା; ଘୋଡ଼ା ଦେହ କୁଣ୍ଡ଼ାଇବାର ଲୁହା ପାନିଆଁ — ୨. Curry-comb for combing the body of a horse.