Jump to content

ଖଡ଼ୁ କଢ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁ କଢ଼ା
ଉଚ୍ଚାରଣ: Khaṟḍ̠ukaṟḍ̠ā

ଦେ. ବିଣ. ପୁଂ —

(ଗାଳିରେ ବ୍ୟବହୃତ) ଯେ ପୁରୁଷ କୌଣସି ସ୍ତ୍ରୀର ହାତରୁ ଖଡ଼ୁ କାଢିବା ବା ବିଧବା କରିବା ରୂପ କୁତ୍ସିତ କର୍ମ କରେ —(a term of abuse) A person who does nasty acts.