Jump to content

ଖଡ଼ୁ କାଢ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁ କାଢ଼ିବା
ଉଚ୍ଚାରଣ: Khaṟḍ̠u kaṟḍ̠ẖibā

ଦେ. କ୍ରି. —

୧: ହାତଗଣ୍ଠିରେ ପିନ୍ଧିଥିବା ଖଡ଼ୁକୁ ହାତରୁ ବାହାର କରିବା — ୧. To take off the khaṟḍ̠u from the wrist.

୨: (ଲକ୍ଷଣାର୍ଥ) କୌଣସି ସଧବା ସ୍ତ୍ରୀ ବିଧବା ହେଲେ ତା ହାତରୁ ସଧବାର ଚିହ୍ନ ଖଡ଼ୁକୁ ବାହାର କରିବା — ୨. To take off the bracelets from the wrists of a woman just widowed.

[ଦ୍ର—କୌଣସି ସଧବା ସ୍ତ୍ରୀଙ୍କ ସ୍ବାମୀ ମଲେ ବିଧବାକୁ କୌଣସି ଜଲାଶୟ ନିକଟକୁ ନେଇ ଭଣ୍ଡ଼ାରୁଣୀ ବା ଗ୍ରାମସେବକ ତା ହାତରୁ ସଧବାର ଚିହ୍ନ ଖଡ଼ୁ ଓ କାଚକୁ ବାହାର କରି ପକାଇବାର ବିଧି କେତେକ ଅଞ୍ଚଳରେ ଚଳେ]