ଖଡ଼ୁ ଛୁଇଁବା
ଦେଖଣା
ଖଡ଼ୁ ଛୁଇଁବା —
ଉଚ୍ଚାରଣ: Khaṟḍ̠u chhuiñbā
ଦେ. କ୍ରି. —
(ସଧବା ସ୍ତ୍ରୀ) ନିଜ ହାତର ଖଡ଼ୁକୁ ସ୍ପର୍ଶ କରି ଶପଥ କରିବା —To swear by touching the bangle (said of a woman having her husband)
[ଦ୍ର—ଡ଼ୁ ଛୁଇଁ ମିଛ କହିବା ସ୍ତ୍ରୀ ଶୀଘ୍ର ବିଧବା ହେବାର ଲୋକବିଶ୍ବାସ ଅଛି]