ଖଡ଼ୁ ଶୀତଳେଇବା
ଦେଖଣା
ଖଡ଼ୁ ଶୀତଳେଇବା —
ଉଚ୍ଚାରଣ: Khaṟḍ̠u ṡītaḻeibā
ଦେ. କ୍ରି —
ଖଡ଼ୁ କାଢ଼ିବା (ଦେଖ) Khaṟḍ̠u kaṟḍ̠ẖibā (See)
[ଦ୍ର—ହାତରୁ ଖଡ଼ୁ କାଢିବା ବିଧବାର ଲକ୍ଷଣ ସାଧାରଣତଃ ସଧବା ସ୍ତ୍ରୀର ହାତରୁ ଖଡ଼ୁ କଢାଯିବାର ଦରକାର ପଡ଼ିଲେ ଖଡ଼ୁ 'କାଢିବା' ରୂପ ଅମଙ୍ଗଳସୂଚକ ଶଦ୍ଦ ବ୍ୟବହାର ନ କରି ଖଡ଼ୁ 'ଶୀତଳେଇବା' ରୂପେ କୋମଳତର ଶଦ୍ଦ ବ୍ୟବହାର କରନ୍ତି]