Jump to content

ଖଡ଼୍ଗକୋଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼୍ଗକୋଶ
ଉଚ୍ଚାରଣ: Khaḍgakoṡa

ସଂ. ବି. (୬: ଷ୍ଠୀ ତତ; ଖଡ଼୍ଗ+କୋଶ) —

ଖଣ୍ଡ଼ାର ଖାପ ବା ଖୋଳ —The sheath or scabbard of a sword.