Jump to content

ଖଡ଼୍ଗଧାରିଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼୍ଗଧାରିଣୀ
ଉଚ୍ଚାରଣ: Khaḍgadhāriṇī

ସଂ. ବିଣ. ସ୍ତ୍ରୀ. (ଖଡ଼୍ଗଧାରିନ+ସ୍ତ୍ରୀ. ଈ) —

ଯେଉଁ ସ୍ତ୍ରୀ ଖଡ଼୍ଗ ଧରିଥାଏ — (woman) Holdinga sword.

[ଦ୍ର—ଏ ଶଦ୍ଦ ସାଧାରଣତଃ କାଳୀଠାକୁରାଣୀଙ୍କର ବିଶେଷଣ ରୂପେ ବ୍ୟବହୃତ ହୁଏ] —