Jump to content

ଖଡ୍ଗଧାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ୍ଗଧାରୀ
ଉଚ୍ଚାରଣ: Khaḍgadhārī
(ଖଡ୍ଗଧାରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ଖଡ୍ଗ+ଧୃ ଧାତୁ+କର୍ତ୍ତୃ. ଈନ; ୧: ମା. ୧: ବ.) —

ଯେ ଖଡ୍ଗ ଧରିଥାଏ —Holding a sword; armed with a sword.