ଖଡ୍ଗପତ୍ର
ଦେଖଣା
ଖଡ୍ଗପତ୍ର —
ଉଚ୍ଚାରଣ: Khaḍgapatra
ସଂ. ବି. (ଖଡ୍ଗ+ପତ୍ର) —
୧: (ମ. ପ. ଲୋ; ଖଡ୍ଗଘାତରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ପତ୍ର)—ଢାଲ — ୧. Shield.
୨: (୬: ଷ୍ଠୀ ତତ୍) ଖଣ୍ଡାର ଦାଢୁଆ ଫଳକ; ଖଡ୍ଗର ଫଳା — ୨. The blade of a sword.