Jump to content

ଖଡ୍ଗପାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ୍ଗପାଳି
ଉଚ୍ଚାରଣ: Khadgapāḻi

ସଂ. ବି.—(୬: ଷ୍ଠୀ ତତ; ଖଡ୍ଗ+ପାଳି) —

ଖଣ୍ଡାର ତୀକ୍ଷ୍ଣଧାର — The scabbard of a sword.

ବନ୍ଧ୍ୟ କି ଖଡ଼ଗପାଳ ପଦଗ କରେ କଳଙ୍କ କହି ଭଞ୍ଜ. ବୈଦେହୀଶବିଳାସ