ଖଡ୍ଗପୁଚ୍ଛୀ
ଦେଖଣା
ଖଡ୍ଗପୁଚ୍ଛୀ —
ଉଚ୍ଚାରଣ: Khaḍga puchchī
ସଂ. ବିଣ. (ଖଡ୍ଗ+ପୁଚ୍ଛ+ଇନ; ୧: ମା. ୧: ବ —
(ଆଧୁନିକ ବିଜ୍ଞାନ ପରିଭାଷା)—ଯେଉଁ ଜୀବର ଢାଲ ପରି ଦେହାବରଣ ତଳେ ଖଡ୍ଗାକାର ଶଳାକା ଥାଏ (ଯଥା— ସମୁଦ୍ରକଙ୍କଡ଼ା) (ପ୍ରକୃତିବାଦ) —(animals) Having a sword-like bone below the shield-like shell; Zyphosura.