ଖଡ୍ଗଫଳ
ଦେଖଣା
ଖଡ୍ଗଫଳ —
ଉଚ୍ଚାରଣ: Khaḍgaphaḻa
ସଂ. ବି. (୬: ଷ୍ଠୀ ତତ; ଖଡ୍ଗ+ଫଳ) —
ଖଣ୍ଡାର ଫଳକ ବା ଦାଢୁଆ ପାତିଆ —The blade of a sword.
ଖଡ୍ଗଫଳ —
ଉଚ୍ଚାରଣ: Khaḍgaphaḻa
ସଂ. ବି. (୬: ଷ୍ଠୀ ତତ; ଖଡ୍ଗ+ଫଳ) —
ଖଣ୍ଡାର ଫଳକ ବା ଦାଢୁଆ ପାତିଆ —The blade of a sword.