Jump to content

ଖଡ୍ଗବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ୍ଗବନ୍ଧ
ଉଚ୍ଚାରଣ: Khaḍgabandha

ସଂ. ବି. —

ଖଣ୍ଡା ଆକୃତିବିଶିଷ୍ଟ କ୍ଷେତ୍ରରେ ଅକ୍ଷର ସନ୍ନିବେଶ— ରୂପ ରଚନାବିଶେଷ —A kind of artificial composition, the letters being arranged to form a sword.