Jump to content

ଖଡ୍ଗମୃଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ୍ଗମୃଗ
ଉଚ୍ଚାରଣ: Khaḍga mṛuga

ସଂ. ବି. (ମଧ୍ୟପଦଲୋପୀ; ଖଡ୍ଗବିଶିଷ୍ଟ ମୃଗ; ଖଡ୍ଗ+ମୃଗ) —

ଗଣ୍ଡା —Rhinoceros.

ଭଲ୍ଲୁକ ବ୍ୟାଘ୍ର ଖଡ୍ଗମୃଗ ଯେବା ସଞ୍ଚରେ ମହାରୋଗ ଜଗନ୍ନାଥ. ଭାଗବତ