ଖଡ୍ଗହସ୍ତ
ଦେଖଣା
ଖଡ୍ଗହସ୍ତ —
ଉଚ୍ଚାରଣ: Khaḍgahasta
(ଖଡ୍ଗହସ୍ତା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; ଖଡ୍ଗ+ହସ୍ତ) —
୧: ଯେ ଖଣ୍ଡା ଧରି ଥାଏ —୧. Holding a sword in hand.
୨: ଖଡ୍ଗଦ୍ବାରା ଅନ୍ୟକୁ ପ୍ରହାର କରିବାକୁ ଉଦ୍ୟତ — ୨. Ready to strike with the sword.
୩: ଅନ୍ୟପ୍ରତି ବିଶେଷ କୋପିତ ବା ପ୍ରତିକୂଳ — ୩. Inimical; violently opposed.
୪: କୌଣସି ମତ ବା ବ୍ୟକ୍ତିର ବିରୁଦ୍ଧାଚାରୀ; ବିରୁଦ୍ଧବାଦୀ — ୪. Holding a diametrically opposite view-<? ?> leading a violent opposition against a view or a person.