Jump to content

ଖଡ୍ଗୀନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ୍ଗୀନ
ଉଚ୍ଚାରଣ: Khaḍgīna

ବି. (ଖଡ୍ଗ+ବିଦ୍ୟମାନତା ଅର୍ଥରେ ଈନ) —

ଗଣ୍ଡା — Rhinoceros.

ବିଣ —

ଖଡ୍ଗଧାରୀ —Armed with a sword.

ବଣା ସେ ଖଡ୍ଗୀନ ହୋଇ ଖଡ୍ଗୀନ ସଙ୍ଗତ, ବନ୍ଧାଇଲେ ଗୃହ ଶବରେଣ ସଙ୍ଗେ ମିତ ଭଞ୍ଜ. ବୈଦେହୀଶବିଳାସ