Jump to content

ଖଣତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣତା
ଉଚ୍ଚାରଣ: Khaṇatā
খণতা खँता

ଦେ. ବି (ସଂ. ଖନିତ୍ର) —

ଖଣତି; ମାଟି ଖୋଳିବା ଶସ୍ତ୍ରବିଶେଷ — A spud or paddle for digging holes in the earth.

[ଦ୍ର—ଏଥିରେ ଲମ୍ବ କାଠ ବେଣ୍ଟ ଥାଏ ଓ ଅଗରେ ଲୁହାର ଗୋଟିଏ ଚଉଡା ଦାଢୁଆ ଶସ୍ତ୍ର ଯୁକ୍ତ ହୋଇ ଥାଏ]