ଖଣତାବେଣ୍ଟ
ଦେଖଣା
ଖଣତାବେଣ୍ଟ —
ଉଚ୍ଚାରଣ: Khaṇatābeṇṭa
ଦେ. ବି —
ଖଣତିରେ ଲାଗିଥିବା କାଠ ବା ବାଉଁଶର ବେଣ୍ଟ —The wooden or bamboo handle of a spud.
ପ୍ରାଦେ (ମେଦନୀପୁର) ବି —
ପିଠାଖଡ଼ିକା — Frying iron stick.
ଖଣତାବେଣ୍ଟ —
ଉଚ୍ଚାରଣ: Khaṇatābeṇṭa
ଦେ. ବି —
ଖଣତିରେ ଲାଗିଥିବା କାଠ ବା ବାଉଁଶର ବେଣ୍ଟ —The wooden or bamboo handle of a spud.
ପ୍ରାଦେ (ମେଦନୀପୁର) ବି —
ପିଠାଖଡ଼ିକା — Frying iron stick.