ଖଣା ଖୋଳିବା
ଦେଖଣା
ଖଣା ଖୋଳିବା —
ଉଚ୍ଚାରଣ: Khaṇā khaḻibā
ଦେ. କ୍ରି —
୧: ଭୂମି ଖୋଳି ଖଣି ବା ଗର୍ତ୍ତ କରିବା — ୧. To dig a large hole in the ground.
୨: (ଲକ୍ଷଣାର୍ଥ) ପରର ଅନିଷ୍ଟ ସାଧନ ନିମନ୍ତେ ଉପାୟ କରିବା — ୨. (figurative) To dig pits for (injuring) others.