Jump to content

ଖଣା ଜଗାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣା ଜଗାଇବା
ଉଚ୍ଚାରଣ: Khaṇā jagāibā

ଦେ. କ୍ରି —

କୌଣସି ବ୍ୟକ୍ତିର ଆଗରେ ଚାଲି ବାଟରେ ଥିବା ବଡବଡ ଗାତ ଦେଖି ତାକୁ ସାବଧାନ କରାଇ ଦେବା — To warn a follower of pits on the road.

ଅତି ଖାଲ ବାଟରେ ତୁ ଖଣା ଜଗାଇବୁ—ବଳରାମ. ରାମାୟଣ