ଖଣିଗାତ
ଦେଖଣା
ଖଣିଗାତ —
ଉଚ୍ଚାରଣ: Khaṇigāta
ଦେ. ବି (ସଂ. ଖନି+ଗର୍ତ୍ତ) —
ଭୂଗର୍ଭରେ ଖୋଲା ହେବା ବଡ଼ ଗର୍ତ୍ତ ବା ଖାତ — A large hole dug in the ground.
[ଦ୍ର—ଅରଣ୍ୟରେ ଏପରି ଗାତ ଖୋଳି ତା ଉପରେ ଡାଳ ପତ୍ର ଛୁଆଣି କରି ଲୋକେ ହାତୀ ଧରନ୍ତି ଖଣି ଖୋଳି ଲୋକେ ତହିଁ ମଧ୍ୟରେ କେତେ ମାସ ପାଇଁ ଧାନ ସଞ୍ଚୟ କରନ୍ତି ଓ ବର୍ଷାଋତୁ ପୂର୍ବରୁ ଖଣିରୁ ଧାନ କାଢି ନିଅନ୍ତି]