Jump to content

ଖଣିପଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣିପଚା (ଧାନ) —
ଉଚ୍ଚାରଣ: Khaṇipachā (paddy)

ଦେ. ବିଣ —

ଖଣିରେ ପାଣି ଝରି ସେଥିରେ ଗମ ହୋଇ ନଷ୍ଟ ହୋଇ ଯାଇଥିବା (ଧାନ) — (paddy) Damaged by the underground water leaking into a pit.