Jump to content

ଖଣି ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣି ପକାଇବା
ଉଚ୍ଚାରଣ: Khaṇi pakāibā

ଦେ. କ୍ରି —

ଖଣିଗାତରେ କୌଣସି ପଦାର୍ଥ (ଧାନ ଆଦି) ରଖି ଖଣିକୁ ମାଟିଦ୍ବାରା ଆବୃତ କରିବା — To shut up a pit after stocking things (paddy etc) in it.