ଖଣି ଫିଟିବା
ଦେଖଣା
ଖଣି ଫିଟିବା —
ଉଚ୍ଚାରଣ: Khaṇi phiṭibā
ଦେ. ବି —
ଖଣିଗାତରେ ସ଼ଞ୍ଚିତ ଥିବା ଧାନ ଆଦି ବାହାରିବା ନିମନ୍ତେ ଖଣିରୁ ମାଟି କଢ଼ା ହେବା — Opening of a pit for bringing out the articles (paddy etc) stored therein.
(ଯଥା—ଜ୍ଯେଷ୍ଠମାସରେ ଜମିଦାରଙ୍କର ଖଣି ଫିଟିବ ବୋଲି ଖାତକମାନେ ଚାହିଁ ବସିଅଛନ୍ତି)