Jump to content

ଖଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଟ
ଉଚ୍ଚାରଣ: Khaṇta
খণ্ট ड़ाकु

ଦେ. ବି.— (ସଂ. ଖଡ୍ଗ?; ଏମାନେ ଖଡ୍ଗଧାରଣ କରି ଲୋକଙ୍କୁ ଭୟ ଦେଖାଇ ମାରହାଣ କରି ଧନାଦି ଅପହରଣ କରିବାରୁ; ତୁଳ. ଖନକ=ସିନ୍ଧିଆଳ ଚୋର) —

୧: ଡକାଏତ; ବଳପୂର୍ବକ ଚୋରି କରି ଧନ ହରଣ କରିବା ବ୍ୟକ୍ତି; ଡାକୁ —୧. Dacoit; robber; highway-man.

ବଡ ଭଯେ ଚୌର୍ୟ ଖଣ୍ଟ ଯାଏ ମୃର୍ଚ୍ଛି ସେ ଭ଼ଞ୍ଜ. ବୈଦେହୀଶବିଳାସ

୨: ଧପାବାଜ୍ ଲୋକ; ଠକ — ୨. A cheat; a windler.

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁରେ କବିସୂର୍ଯ୍ୟ କିଶୋରାଚମ୍ପୁ. ଖ ଗୀତ

୩: ଖଣ୍ଡାଏତ (ଜାତି); ଜାତିବିଶେଷ — ୩. A caste; the Khandayet caste in Orissa.

ପୂର୍ବୋତ୍ତର ବନେ ଯେତେକ ଖଣ୍ଟ ଥିଲେ; ଅର୍ଜୁନଙ୍କ କାଣ୍ଡ ଆଣ୍ଟ ଶୁଣି ସେ ଡରିଲେ କୃଷ୍ଣସିଂହ. ମହାଭାରତ. ସଭା