ଖଣ୍ଟକଟା
ଦେଖଣା
ଖଣ୍ଟକଟା —
ଉଚ୍ଚାରଣ: Khuṇṭakaṭā
খূঁটকাটা
गिरहकट
ଦେ. ବି. (ସଂ. କୂଟ=କୋଣ; ତୁଳ. ବଂ. ଖୁଁଟ୍=ବସ୍ତ୍ର— କୋଣ; କାନି)—ଚୋର; ଯେ ଅନ୍ୟବ୍ୟକ୍ତିର କାନି କାଟି କାନିରେ ବନ୍ଧା ହୋଇଥିବା ପଦାର୍ଥକୁ ଚୋରି କରେ —A pick-pocket; one who cuts the corners of another's cloth to steal the article tied in it.
[ଦ୍ର—ଲୁଗାକନି ଅର୍ଥରେ 'ଖଣ୍ଟ' ଶବ୍ଦ ଓଡ଼ିଆଭାଷାରେ ଚଳେ ନାହିଁ କିନ୍ତୁ ବଙ୍ଗଳା—ଭାଷାରେ ଚଳେ କାନି ଅର୍ଥରେ କେବଳ ଏହି ଶବ୍ଦରେ ପ୍ରଯୋଗ ଦେଖାଯାଏ]