ଖଣ୍ଟଖଲିଆ
ଦେଖଣା
ଖଣ୍ଟଖଲିଆ —
ଉଚ୍ଚାରଣ: Khuṇṭakhaliā
(ଖୁଣ୍ଟଖଳେଈ—ସ୍ତ୍ରୀ)
বানকা
ळंगड़ा
ଦେ. ବିଣ. ପୁଂ ଓ ସ୍ତ୍ରୀ —
ଯେଉଁ ଗୋରୁ ଖୁଣ୍ଟରୁ ଫିଟିଲା— ପରେ କିଛିଦୂର ପର୍ଯ୍ୟନ୍ତ ଖଳେଇ କରି ଚାଲେ, ତାହାପରେ ତାହାର ଚାଲି ସାଧାରଣ ଚାଲିପରି ହୋଇଯାଏ —(A cow or bullock) which has a habit of limping for a distance after it is untied; suffering from string- halt.