ଖଣ୍ଟଖିଆ (ଧନ)
ଦେଖଣା
ଖଣ୍ଟଖିଆ (ଧନ) —
ଉଚ୍ଚାରଣ: Khaṇṭakhiā
ଦେ. ବିଣ —
(ଗାଳିରେ ବ୍ୟବହୃତ) ଯେଉଁ ଧନ ଡକାଏତମାନେ ନେଇଥାଆନ୍ତି ବା ନେଇଯିବା ଉଚିତ —(property) Which ought to go or has gone to robbers or dacoits.