Jump to content

ଖଣ୍ଟମରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଟମରା (ଧନ) —
ଉଚ୍ଚାରଣ: Khaṇṭamarā

ଦେ. ବିଣ —

ଯେଉଁ ଧନକୁ ଖଣ୍ଟମାନେ ଡକାଇତି କରି ଆଣି ଥାଆନ୍ତି —(property) Acquired by robbery or dacoity; (any property) acquired by unfair means or extortion; looted (property).