ଖଣ୍ଡକଥା
ଦେଖଣା
ଖଣ୍ଡକଥା —
ଉଚ୍ଚାରଣ: Khaṇḍakathā
ସଂ. ବି. (ଖଣ୍ଡ+କଥା) —
୧: କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ ଗଳ୍ପ —୧. A tale or story divided into sections (Wilson).
୨: ଛୋଟ ଗଳ୍ପ —୨. Small story.
୩: ଏକ ଶ୍ରେଣୀର କରୁଣରସ—ପ୍ରଧାନ ଗଳ୍ପ — ୩. A class of pathetic story.
[ଦ୍ର—ଏଥିରେ ମନ୍ତ୍ରୀ ବା ବ୍ରାହ୍ମଣ ନାୟକ ହୋଇ ଥାଏ ଓ ଚାରି ପ୍ରକାରର ବିରହ ଥାଏ; କଥାଟି ଶେଷ ନ ହେଉଣୁ ଗ୍ରନ୍ଥ ଶେଷ ହୋଇଯାଏ—ହି. ଶଦ୍ଦସାଗର]
୪: ଉପନ୍ୟାସର ଏକ ଭେଦ — ୪. A class of novels.
[ଦ୍ର—ଏଥିର ପ୍ରତ୍ଯେକ ଖଣ୍ଡରେ ଗୋଟିଏ ପୂରା କାହାଣୀ ଥାଏ; କାହାଣୀମାନଙ୍କ ସଙ୍ଗେ ପରସ୍ପର ସମ୍ବନ୍ଧ ନ ଥାଏ ଏହା ଦୁଇ ଶ୍ରେଣୀର ଯଥା—ସଜାତ୍ୟ ଓ ବିଜାତ୍ୟ,—ହି. ଶଦ୍ଦସାଗର]