Jump to content

ଖଣ୍ଡକାବ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡକାବ୍ୟ
ଉଚ୍ଚାରଣ: Khaṇḍakābya

ସଂ. ବି. (ଖଣ୍ଡ+କାବ୍ୟ) —

ଏକ ବିଷୟାତ୍ମକ କ୍ଷୁଦ୍ର କାବ୍ୟ (ଯଥା—ସଂ. ମେଘଦୂତ, ଋତୁସଂହାର; ଓଡ଼ିଆ ଚିଲିକା, ପାର୍ବତୀ, ସୁବର୍ଣ୍ଣରେଖା) —A small poem or lyrical composition.

[ଦ୍ର—କାବ୍ୟର ଗୋଟିଏ ଅଂଶ ବା ଗୋଟିଏ ଘଟନାକୁ ଅବ— ଲମ୍ବନ କରି ଖଣ୍ଡକାବ୍ୟ ଲେଖା ହୋଇଥାଏ]