Jump to content

ଖଣ୍ଡଖଣ୍ଡିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଖଣ୍ଡିଆ
ଉଚ୍ଚାରଣ: Khaṇḍakhaṇḍiā

ଦେ. ବିଣ —

୧: ଖଣ୍ଡିତ — ୧. Cut; divided.

୨: ବିଭିନ୍ନ ଅଂଶରେ ବିଭକ୍ତ — ୨. Divided into small parts.

୩: ଟିକିଟିକି ହୋଇଥିବା — ୩. Sliced; chopped.

୪: ୟହିଁରେ ଟିକିଟିକି ଖଣ୍ଡ ମିଶିଥାଏ — ୪. Mixed with small lumps or bits.

୫: ଅଶୁଦ୍ଧ ଉଚ୍ଚାରଣବିଶିଷ୍ଟ; ଅସ୍ପଷ୍ଟ — ୫. Indistinct.

(ଯଥା—ଖଣ୍ଡଖଣ୍ଡିଆ ବଙ୍ଗଳା କଥା)

୬: ଦରୋଟି (କଥା) — ୬. Half-uttered (words); lisping.

(ଯଥା—ଶିଶୁର ଖଣ୍ଡଖଣ୍ଡିଆ କଥା)