Jump to content

ଖଣ୍ଡଦୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଦୂର
ଉଚ୍ଚାରଣ: Khaṇḍadūra

ଦେ. ବି ଓ ବିଣ —

ଖଣ୍ଡେଦୂର (ଦେଖ) — Khaṇḍedūra (See)

ସେ ସକାଶୁଁ କୀଚକ ହୋଇଣ ଅଜ୍ଞାନ, ଖଣ୍ଡଦୂରରେ ଯାଇଁ ପଡିଲା ବହନ କୃଷ୍ଣସିଂହ. ମହାଭାରତ ବିରାଟ